ଆଜିର ଖବର ଆପଣଙ୍କ କାର ସଜାଡିବାକୁ ଘରେ ଆସି ପହଞ୍ଚିବେ ମେକାନିକ, ଓଡିଶାରେ ଆରମ୍ଭ ହେଲା ‘ଗୋ ସ୍ପିଡ୍ ଗୋ’ ଭୁବନେଶ୍ବର: ଆପଣଙ୍କ କାର ଖରାପ ହୋଇଛି କି? ଘରୁ ବାହାରି ପାରୁ ନାହାଁନ୍ତି କି? ତେବେ ବ୍ୟସ୍ତ ହେବାର କିଛି ନାହିଁ। ଆପଣ ଗୋଟିଏ ଫୋନ କଲ…