ଆଜିର ଖବର ବିଜେପି ସହ ସମ୍ପର୍କ କାଟିଲେ ଏହି ତାମିଲ ଅଭିନେତ୍ରୀ: ଆଣିଲେ ଏଭଳି ଅଭିଯୋଗ ନୂଆଦିଲ୍ଲୀ: ତାମିଲ ଅଭିନେତ୍ରୀ ଗୌତମୀ ତଡିମଲ୍ଲା ୨୫ ବର୍ଷ ଧରି ବିଜେପି ସଦସ୍ୟ ହେବା ପରେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ତରଫରୁ ଏକ ବିବୃତ୍ତି…