ଅପରାଧ ସୁରକ୍ଷା ବାହିନୀର ଅପରେସନରେ ୧୩ ଗ୍ରାମବାସୀ ନିହତ, ଜଣେ ଯବାନ ସହିଦ ନୂଆଦିଲ୍ଲୀ: ମିଆଁମାର ସୀମାବର୍ତ୍ତୀ ନାଗାଲାଣ୍ଡର ମୋନ୍ ଜିଲ୍ଲାର ଓଟିଙ୍ଗ ଗ୍ରାମରେ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ମୃତ୍ୟୁବରଣ କରିଥିବା ସାଧାରଣ ନାଗରିକ ପାଇଁ ସେନା ଗଭୀର…