ଜାତୀୟ ଖବର ନୂଆ ଗାଇଡ଼ଲାଇନ ଯୋଗୁଁ ପ୍ରଥମ ଦିନ ଗ୍ରାମାଞ୍ଚଳରେ ମୋଟ ଟିକାକରଣ ହାର ୬୪ ପ୍ରତିଶତ ହାସଲ ନୂଆଦିଲ୍ଲୀ, ସଂଶୋଧିତ ନିୟମାବଳୀ ଅନୁସାରେ ଦେଶରେ ଆରମ୍ଭ କରାଯାଇଥିବା ଟିକାକରଣର ପ୍ରଥମ ଦିନ, ଗତ ସୋମବାର ଜୁନ ୨୧ ତାରିଖ ସାରା ଦେଶରେ ମୋଟ ଯେତିକି ଟିକାକରଣ…