ଆଜିର ଖବର ଗ୍ରାମୀଣ ଭିତ୍ତିଭୂମି ବିକାଶ ନିମନ୍ତେ ଉଚ୍ଚସ୍ତରୀୟ ବୈଠକ, ଦୁଇ ହଜାର କୋଟି ଟଙ୍କା ପ୍ରକଳ୍ପ ଉପରେ ଆଲୋଚନା ଭୁବନେଶ୍ୱର: ରାଜ୍ୟର ଗ୍ରାମୀଣ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ଉଚ୍ଚ ଦକ୍ଷତାସଂପନ୍ନ ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ…