ଆଜିର ଖବର ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିଵସରେ ନାକ୍ଟିଦେଉଳ ଵ୍ଲକ୍ ର ଚାରି ଗ୍ରାମ ପଞ୍ଚାୟତ ପୁରସ୍କୃତ କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର୍ ଜିଲ୍ଲା ପରିଷଦ ଆନୁକୁଲ୍ୟରେ ତା ୫.୩.୨୩ ରିଖ ଦିନ ଅନୁଷ୍ଠିତ ପଞ୍ଚାୟତିରାଜ ଓ ଲୋକସେଵା ଦିଵସରେ ନାକ୍ଟିଦେଉଳ ଵ୍ଲକ୍ ଅନ୍ତର୍ଗତ ସାହେବୀ,…