ଆଜିର ଖବର ଟାଙ୍ଗୀ: ଦୁଇ ଦିନ ପରେ ଗ୍ରାମ ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଦୁଇ ଦିନ ପରେ ଗ୍ରାମ ପୋଖରୀରୁ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକଙ୍କ ନାମ ତପନ ବିଶ୍ୱାଳ (୧୮)। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ…