ଜାତୀୟ ଖବର ଅକ୍ଷୟ ଶକ୍ତି ଗବେଷଣା ପାଇଁ ଆଇଆଇଟି ଭୁବନେଶ୍ୱର ସହ ଚୁକ୍ତିନାମା କଲେ ଗ୍ରୀଡ଼କୋ ଏବଂ ଏନଟିୟୁ ସିଙ୍ଗାପୁର ଅକ୍ଷୟ ଶକ୍ତି ଗବେଷଣା : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ସମ୍ପ୍ରତି ନବୀକରଣୀଯୋଗ୍ୟ ଶକ୍ତିର ପ୍ରମୁଖ କ୍ଷେତ୍ର – ବ୍ୟାଟେରୀ ଶକ୍ତି ସଂରକ୍ଷଣ, ମାଇକ୍ରୋଗ୍ରୀଡ୍ସ, ଅପଚୟରୁ…