ଆଜିର ଖବର ଭୁବନେଶ୍ବରରେ ଆୟୋଜିତ ହେବ ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪ ଭୁବନେଶ୍ଵର: ଆଜି ମାନବ ଅସ୍ତିତ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ ଭାବରେ ଠିଆ ହୋଇଛି ଅସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ହେବାର ଆଶଙ୍କା। ଶିଳ୍ପ କ୍ଷେତ୍ର, ବିଶେଷକରି…