ଜାତୀୟ ଖବର ହଠାତ୍ କାହିଁକି କମ୍ ବିୟର ପିଉଛନ୍ତି ଦିଲ୍ଲୀବାସୀ? ନୂଆଦିଲ୍ଲୀ: ଚଳିତ ବର୍ଷର ଗ୍ରୀଷ୍ମଋତୁରେ ଦିଲ୍ଲୀବାସୀ ବିୟରକୁ ବିଶେଷ ଗୁରୁତ୍ୱ ଦେଇନଥିଲେ। ମଦ ଶିଳ୍ପ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିୟର ବିକ୍ରିରେ ଦ୍ରୁତ ହ୍ରାସ ଘଟିଛି।…