ଆଜିର ଖବର ଗ୍ରୀସ୍ର ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ: ଗ୍ରୀସ୍ର ପ୍ରଧାନମନ୍ତ୍ରୀ କିରିୟାକୋସ୍ ମିତ୍ସୋଟାକିସ୍ ଫୋନ୍ କଲ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମିତ୍ସୋଟାକିସ୍ ଭାରତରେ ସାଧାରଣ ନିର୍ବାଚନରେ ପୁନର୍ବାର…