ଆଜିର ଖବର ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇପାରନ୍ତି ଦ ଗ୍ରେଟ ଖଲି: କେଜ୍ରିୱାଲ ଦେଲେ ସଙ୍କେତ ନୂଆଦିଲ୍ଲୀ: ପଞ୍ଜାବରେ କିଛି ମାସ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ସଫଳତା ହାସଲ କରିବା ପାଇଁ ରଣନୀତି ଜାରି ରଖିଛି।…