ଅନ୍ତରାଷ୍ଟ୍ରୀୟ ନେପାଳରେ ଭୟାବହ ବନ୍ୟାତାଣ୍ଡବ: ମୃତ୍ୟୁସଂଖ୍ୟା ୯୦୦ ଡେଇଁଲା, ୪୮୦୦ରୁ ଉର୍ଦ୍ଧ୍ୱ ନିଖୋଜ କାଠମାଣ୍ଡୁ: ନେପାଳ-ଚୀନ୍ (ତିବ୍ବତ) ସୀମାନ୍ତରେ ବରଫ-ପାହାଡ଼ ଧସିବା ଏବଂ ଗ୍ଲାସିଅର୍ ବିସ୍ଫୋରଣ ଯୋଗୁଁ ସୃଷ୍ଟ ସୁନାମି ସଦୃଶ ପ୍ରଳୟଙ୍କରୀ ଜଳପ୍ଲାବନ ସମଗ୍ର ଅଞ୍ଚଳରେ ଅକଳନୀୟ ତାଣ୍ଡବ ରଚିଛି।…