ଅପରାଧ ପୋଲିସକୁ ନିଶା ଦେଇ ଫେରାର ହେଲା ଗ୍ୟାଙ୍ଗଷ୍ଟାର ହାଇଦର, କମିଶନରେଟ ପୋଲିସର ମୁଣ୍ଡବିନ୍ଧା କଟକ, କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଆଜି ପୋଲିସକୁ ଚକମା ଦେଇ କଟକ ମେଡିକାଲରୁ ଫେରାର ହୋଇଯାଇଛି। ଗତ 12 ଦିନ ଧରି ହାଇଦର କଟକ ମେଡିକାଲରେ ଚିକିତ୍ସିତ…