ଆଜିର ଖବର ଜାଣନ୍ତୁ ମୂଳା ଖାଇବାର ଉପଯୁକ୍ତ ସମୟ ଓ ପଦ୍ଧତି, ଯାହାଦ୍ୱାରା ସୃଷ୍ଟି ହେବ ନାହିଁ ଗ୍ୟାସ୍ ସମସ୍ୟା ନୂଆଦିଲ୍ଲୀ: ଅଧିକାଂଶ ଲୋକ ମୂଳା ଖାଇବା ଠାରୁ ଦୂରେଇ ରୁହନ୍ତି। କାରଣ ଏହାକୁ ଖାଇବା ପରେ ପେଟରେ ଅଧିକ ଗ୍ୟାସ୍ ସୃଷ୍ଟି ହୁଏ। ଯାହା ଲଜ୍ଜାଜନକ କାରଣ…