ଆଜିର ଖବର ରନ୍ଧନ ଗ୍ୟାସ ବୃଦ୍ଧି ବିରୋଧରେ ସମାଜବାଦୀ ପାର୍ଟିର ବିକ୍ଷୋଭ ଭୁବନେଶ୍ବର: ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ନେଇ ଓଡିଶା ସମାଜବାଦୀ ପାର୍ଟି ତରଫରୁ ରାଜରାସ୍ତାର ବିକ୍ଷୋଭ କରାଯାଇଥିଲା। ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ କର୍ମୀମାନେ ଏହି…