Categories
ଆଜିର ଖବର ବ୍ୟବସାୟ

ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ପରେ ଜାଣନ୍ତୁ ଓଡିଶାରେ କେଉଁଠି କେତେ ହେଲା ଦର

ଭୁବନେଶ୍ବର: ଗତକାଲି ତୈଳ୍ୟ କଂପାନମାନେ ରନ୍ଧନ ଗ୍ୟାସର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଫଳରେ ଏହାର ମୂଲ୍ୟ ବର୍ତ୍ତମାନ ୧୦୦୦ ଟଙ୍କା ଉପରେ ହୋଇଯାଇଛି। ଏହି ମୂଲ୍ୟ ବୃଦ୍ଧି ପରେ ଜାଣନ୍ତୁ ସିଲିଣ୍ଡରର ମୂଲ୍ୟ କେଉଁ ସହରରେ କେତେ ହେଲା।

ଭୁବନେଶ୍ବର- ୧୦୨୬ ଟଙ୍କା

କଟକ- ୧୦୨୬.୫୦ ଟଙ୍କା

ସମ୍ବଲପୁର- ୧୦୬୧ ଟଙ୍କା

ବାଲେଶ୍ବର- ୧୦୪୨ ଟଙ୍କା

ବ୍ରହ୍ମପୁର- ୧୦୪୭ ଟଙ୍କା

ଜୟପୁର- ୧୦୨୮ ଟଙ୍କା

ରାଉରକେଲା- ୧୦୫୯ ଟଙ୍କା

ବଲାଙ୍ଗୀର- ୧୦୨୭ ଟଙ୍କା ରହିଛି

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର 200 ଟଙ୍କାରେ ଆପଣ ପାଇବେ ଏଲପିଜି ଗ୍ୟାସ ସିଲିଣ୍ଡର, କେମିତି ଜାଣନ୍ତୁ

ନୂଆଦିଲ୍ଲୀ, ଦିନକୁ ଦିନ ଗ୍ୟାସ ବୁକିଂ ପାଇଁ କରାଯାଉଛି ସହଜ ଓ ସରଳ। ବର୍ତ୍ତମାନ ହ୍ବାଟସପରେ ମେସେଜ ପଠାଇଲେ ଗ୍ୟାସ ବୁକିଂ ହେଉଛି। ହେଲେ ଆଶ୍ଟର୍ଯ୍ୟ ହେବେ ପେଟିଏମ ଆପ ଏହି ଗ୍ୟାସ ବୁକିଂରେ ଦେଉଛି ରିହାତି। ଏକା ଥରେ ପାଞ୍ଚଶହ ଟଙ୍କା ରିହାତି ଦେଉଛି। ଫଳରେ ସିଲିଣ୍ଡର ଦର ପ୍ରାୟ 700 ଟଙ୍କା ଥିବା ବେଳେ ପେଟିଏମରେ ମଗାଇଲେ ତାହା ଆପଣଙ୍କୁ ପଡିବ ମାତ୍ର 200 ଟଙ୍କା। ଏହି ଆପରୁ ଆପଣ ଭାରତ ଗ୍ୟାସ୍, ଏଚପି ଗ୍ୟାସ୍ ଏବଂ ଇଣ୍ଡେନ ଗ୍ୟାସର ଗ୍ରାହକମାନେ ଏହାର ଲାଭ ଉଠାଇ ପାରିବେ।

ଅଫରକୁ ହାତଛଡା କରନ୍ତୁ ନାହିଁ

ପେଟିଏମ୍ ପେମେଣ୍ଟ ଆପ୍ ମାଧ୍ୟମରେ ଆପଣଙ୍କର LPG ସିଲିଣ୍ଡର ବୁକ୍ କରିବା ପାଇଁ ଆପଣଙ୍କର ମୋବାଇଲରେ ପ୍ରଥମେ ପେଟିଏମ୍ ଆପ୍ ଇନଷ୍ଟଲ୍ କରିବାକୁ ପଡିବ । ପେଟିଏମ୍ ପ୍ରଥମ ଥର ପାଇଁ ହେଉଥିବା ଗ୍ରାହକଙ୍କୁ ଏହି 500 ଟଙ୍କା କ୍ୟାସବ୍ୟାକ୍ ଅଫର ମିଲିବ।

କିପରି ପେଟିଏମ୍ ଆପ୍ ମାଧ୍ୟମରେ LPG ସିଲିଣ୍ଡର ବୁକ୍ କରିବେ

ଷ୍ଟେପ୍ 1: ଆପଣଙ୍କ ଫୋନରେ ପେଟିଏମ୍ ଆପ୍ ଡାଉନ ଲୋଡ କରି ଏହାକୁ ଖୋଲନ୍ତୁ ।

ଷ୍ଟେପ୍ 2: ତା’ପରେ, ‘ରିଚାର୍ଜ ଏବଂ ବିଲ୍ ପେ’ ବିଭାଗକୁ ଯାଆନ୍ତୁ ।

ଷ୍ଟେପ୍ 3 :: ବର୍ତ୍ତମାନ, ଏଠାରେ ‘ବୁକ୍ ସିଲିଣ୍ଡର’ ଅପ୍ସନ୍ କୁ କ୍ଲିକ କରନ୍ତୁ ।

ଷ୍ଟେପ୍ 4: ଭାରତ ଗ୍ୟାସ୍, ଏଚପି ଗ୍ୟାସ୍ କିମ୍ବା ଇଣ୍ଡେନରୁ ଆପଣଙ୍କର ଗ୍ୟାସ୍ ପ୍ରଦାନକାରୀ ବାଛନ୍ତୁ

ଷ୍ଟେପ୍ 5: ଏହା ପରେ, ଦିଆଯାଇଥିବା ବିଭିନ୍ନ ବିକଳ୍ପରୁ ଗ୍ୟାସ୍ ବୁକ୍ କରିବାର ଏକ ପଦ୍ଧତି ବାଛନ୍ତୁ।

ଷ୍ଟେପ୍ 6: ଏହା ପରେ, ଆପଣ ଦେୟ ରାଶି ଦେଖିବେ ।

ଷ୍ଟେପ୍ 7: ଗ୍ୟାସ୍ ବୁକିଂ କରିବା ପୂର୍ବରୁ, ପେଟିଏମ୍ ଗ୍ୟାସ୍ ବୁକିଂର ‘FIRSTLPG’ ପ୍ରୋମୋକୋଡ୍ ପ୍ରୟୋଗ କରନ୍ତୁ ।

ଗ୍ୟାସ୍ ଅଫର୍ ଉପରେ ପେଟିଏମ୍ ସର୍ତ୍ତାବଳୀ  

  1. ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏହି ଅଫର କେବଳ ଡିସେମ୍ବର 31, 2020 ପର୍ଯ୍ୟନ୍ତ ପ୍ରଯୁଜ୍ୟ । 2. ଯଦି ଆପଣ ଆପଣଙ୍କର KYC ପ୍ରକ୍ରିୟା ସମାପ୍ତ କରିନାହାଁନ୍ତି କିମ୍ବା ଆପଣଙ୍କର ମାସିକ ୱାଲେଟ୍ ସୀମା ଅତିକ୍ରମ କରି ନାହାଁନ୍ତି, ତେବେ ଆପଣ ଏକ କ୍ୟାସବ୍ୟାକ୍ ଭାଉଚର୍ ପାଇବେ । 3. ପେଟିଏମ୍ ଏହି ଅଫର୍ ଉପରେ କୈଣସି ନିଷ୍ପତ୍ତି ନେଇପାରେ ।
  2. ବୁକିଂ ପୂର୍ବରୁ Paytm ର ସମସ୍ତ ସର୍ତ୍ତଗୁଡିକ ପୂରଣ ହେବା ଉଚିତ୍ । ଯଦି ଆପଣ ପେଟିଏମ୍ ଆପ୍ ମାଧ୍ୟମରେ LPG ସିଲିଣ୍ଡର ବୁକ୍ କରିସାରିଛନ୍ତି, ତେବେ ଆପଣ ଏହି ଅଫର ପାଇବାକୁ ସକ୍ଷମ ହେବେ ନାହିଁ ।

ଯେଉଁମାନେ ପ୍ରଥମ ଥର ପାଇଁ ପେଟିଏମ ଆପ ଡାଉନଲୋଡ କରିବେ ସେମାନଙ୍କ ପାଇଁ ଉଦ୍ଦିଷ୍ଠ।