ବିଶେଷ ଖବର ନିଜ ଜିଲ୍ଲା ଗସ୍ତରେରେ ମୁଖ୍ୟମନ୍ତ୍ରୀ: କହିଲେ, କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ପାଇଁ ନିଆଯିବ ପଦକ୍ଷେପ ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ କେନ୍ଦୁଝର ଗସ୍ତ ରେ ଆସିଛନ୍ତି। ପ୍ରଥମେ ଘଟଗାଁ…