ଆଜିର ଖବର ବାଣପୁର ଘଣ୍ଟଶିଳା ପାହାଡ଼ରେ ଭୀଷଣ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କରିବା ପାଇଁ ଦୁଇ ଦମକଳ ଗାଡି ନିୟୋଜିତ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଶନି ମନ୍ଦିର ନିକଟସ୍ଥ ଘଣ୍ଟଶିଳା ପାହାଡ଼ରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି। ଯାହାଫଳରେ ଲକ୍ଷାଧିକ ଟଙ୍କାର ଜଙ୍ଗଲ ସମ୍ପତ୍ତି ଜଳିପୋଡି…