ଅପରାଧ ବିଳମ୍ବ ରାତିରେ ଘରେ ଲୁଟପାଟ୍ କରିବା ସହ ନିଆଁ ଲଗେଇ ଚମ୍ପଟ୍ ମାରିଲେ ଚୋର ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଖୋଡାସିଙ୍ଗି କଳିଙ୍ଗ ନଗର ୨ୟ ଗଳିରେ ଘର ମାଲିକଙ୍କ ଅନୁପସ୍ଥିତର ସୁଯୋଗ ନେଇ ଘର ତାଲା…