ଆଜିର ଖବର ଖୁସି ଖବର: ଆଜିଠୁ କମିଲା ଏଲପିଜି ସିଲିଣ୍ଡର ମୂଲ୍ୟ ନୂଆଦିଲ୍ଲୀ: ଆଜି ସାଧାରଣ ଜନତାଙ୍କ ପାଇଁ ଖୁସି ଖବର ମିଳିଛି। ଆଜି ଏଲପିଜି ସିଲିଣ୍ଡର ମୂଲ୍ୟ ହ୍ରାସ ଘଟିଛି। ଆଜିଠାରୁ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ବ୍ୟବସାୟିକ…