ଆଜିର ଖବର ୱେଷ୍ଟଇଣ୍ଡିଜ୍ ବିରୋଧରେ ଘରୋଇ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ: ସ୍ଥାନ ପାଇଲେ ରବି ବିଶ୍ନୋଇ ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତର ତିକ୍ତ ସ୍ମୃତିକୁ ଭୁଲି ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚଳିତ ବର୍ଷର ପ୍ରଥମ ବିଜୟ ପଞ୍ଜିକରଣ କରିବାକୁ ଚାହୁଁଛି। ଭାରତୀୟ ଦଳକୁ…