ଅପରାଧ ଘର ନିର୍ମାଣ ସାମଗ୍ରୀ ଓ ପାଣି ପମ୍ପ୍ ଚୋରି ଅଭିଯୋଗରେ ଦୁଇ ଯୁବକ ଗିରଫ କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିମଖଣ୍ଡି ଥାନାରେ ଗତ କିଛି ଦିନ ମଧ୍ୟରେ ୫ ଟି ଚୋରି ଘଟଣାର ଅଭିଯୋଗ ହୋଇଥିଲା। ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ…