ଆଜିର ଖବର ‘ଘୃଣାର ଜମିରେ ରାମ ମନ୍ଦିର’, ଆରଜେଡି ନେତା ଜଗଦାନନ୍ଦଙ୍କ ବିବାଦୀୟ ବୟାନ ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଜଗଦାନନ୍ଦ ସିଂ ରାମ ମନ୍ଦିର ସମ୍ପର୍କରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଆରଜେଡି ନେତା କହିଛନ୍ତି ଯେ, ଘୃଣାର…