ଘୋଷଣା ହେଲା ଜିଲ୍ଲା କଂଗ୍ରେସ ସଭାପତି

ଭୁବନେଶ୍ୱର: ଏଆଇସିସି ସଭାପତି ଶ୍ରୀ ମାଲ୍ଲିକାର୍ଜୁନ ଖଡଗେ ଓଡ଼ିଶାର ସମସ୍ତ ୩୫ଟି ସାଂଗଠନିକ ଜିଲ୍ଲା କଂଗ୍ରେସ କମିଟିର ସଭାପତିଙ୍କ ନିଯୁକ୍ତି ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ…