ଜାତୀୟ ଖବର ମେୟର ନିର୍ବାଚନ ନେଇ ସୁପ୍ରିମ କୋର୍ଟ କ୍ଷୁବ୍ଧ, କହିଲେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟ ଚଣ୍ଡିଗଡ ମେୟର ନିର୍ବାଚନ ନେଇ କ୍ଷୁବ୍ଧ ହୋଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ କହିଛନ୍ତି ଏହି ନିର୍ବାଚନରେ ଗଣତନ୍ତ୍ରର…