ଅପରାଧ ଗାଡ଼ି ଯାଞ୍ଚ ବେଳେ ପୋଲିସ ହାବୁଡ଼ରେ ଧରା ପଡ଼ିଲେ ବାଇକ ଚୋର, ୨ ଗିରଫ, ୬ ବାଇକ ଉଦ୍ଧାର ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଚଣ୍ଡୀଚୁଆ ଛକରେ ମୋଟର ଜାନ ଯାଞ୍ଚ କରୁଥିବା ସମୟରେ ଦୁଇ ବାଇକ ଚୋରଙ୍କୁ ପୋଲିସ ଗିରଫ କରିଛି।…