ଆଜିର ଖବର ରାଜ୍ୟପାଳଙ୍କୁ ପଦରୁ ହଟାଇବା ଲାଗି ସଂସଦରେ ଦାବି କଲେ ଟିଏମସି ନେତା, ପ୍ରଧାନମନ୍ତ୍ରୀ ରଖିଲେ ଏଭଳି ଉତ୍ତର ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ବଜେଟ୍ ଉପସ୍ଥାପନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲୋକସଭାରେ ଅଭିନନ୍ଦନ ଜଣାଇଛନ୍ତି ଏବଂ ପରେ ବିରୋଧୀ…