ଜାତୀୟ ଖବର କଂଗ୍ରେସ ବିନା ତୃତୀୟ ଫ୍ରଣ୍ଟ ଗଠନ ହୋଇପାରିବ ନାହିଁ, କିନ୍ତୁ କେସିଆର ଏହାର ନେତୃତ୍ୱ ନେବେ!: ସଞ୍ଜୟ ରାଉତ ମୁମ୍ବାଇ: କଂଗ୍ରେସ ବିନା ସେ କୌଣସି ରାଜନୈତିକ ସାମ୍ମୁଖ୍ୟ ଗଠନ କରିବେ ନାହିଁ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି। ତେବେ ଏହି ତୃତୀୟ ସାମ୍ମୁଖ୍ୟକୁ…