ଆଜିର ଖବର ବିଜେପିରେ ଯୋଗ ଦେଲେ ପଞ୍ଜାବର ପୂର୍ବତନ ବାଚସ୍ପତି ଚରଣଜିତ ସିଂ ଅଟୱାଲ ଚଣ୍ଡିଗଡ଼: ପଞ୍ଜାବ ବିଧାନସଭାର ପୂର୍ବତନ ବାଚସ୍ପତି ଚରଣଜିତ ସିଂ ଅଟୱାଲ ଶିରୋମଣୀ ଅକାଳୀ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀଯୁକ୍ତ ଅଟୱାଲଙ୍କୁ ବିଜେପି ରାଷ୍ଟ୍ରୀୟ ସଭାପତି…