ଆଜିର ଖବର ଚ଼ଲିକା ବୋଇତ ବନ୍ଦାଣ ମହୋତ୍ସବରେ ସ୍ଥାନୀୟ କବିଙ୍କ ମନୋଜ୍ଞ କବିତା ପାଠୋତ୍ସବ ବାଲୁଗାଁ: ଚ଼ଲିକା ଉତ୍କଳର ଶୋଭାର ଭଣ୍ଡାର, କେତେ କବି ଭାବୁକଙ୍କୁ ନିଜର ସ୍ୱର୍ଗୀୟ ସୁଷମାରେ ସମ୍ମୋହିତ କରିଛି ନୀଳାମ୍ବୁ ଚିଲିକା। ଓଡ଼ିଆ ଭାଷା ସାହିତ୍ୟରେ ଚିଲିକାକୁ ଆଧାର…