ଅନ୍ତରାଷ୍ଟ୍ରୀୟ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନାରେ ସଂକ୍ରମିତ: ନେଇଥିଲେ ଚାଇନା ଟୀକା ନୂଆଦିଲ୍ଲୀ: ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଇମ୍ରାନଙ୍କ ସ୍ଵତନ୍ତ୍ର ସହକାରୀ ( ସ୍ୱାସ୍ଥ୍ୟ ସେବା) ଫେଜଲ ସୁଲତାନ ଏନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ…