ଆଜିର ଖବର ଚାଞ୍ଚଲ୍ୟକର ଘଟଣା, ଭଞ୍ଜନଗରରୁ ଚୋରି ବସ୍ ଛତ୍ରପୁର ଉପକଣ୍ଠରୁ ଜବତ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ବୁଧବାର ବିଳମ୍ବିତ ରାତିରେ ଭଞ୍ଜନଗର ଠାରୁ ବଦାଙ୍ଗି ଯାଉଥିବା “ମାଁ ଦୂର୍ଗା” ନାମକ ଏକ ଯାତ୍ରୀବାହୀ ବସଟି ନିଖୋଜ ହୋଇଯାଇଥିଲା। …