ଆଜିର ଖବର ଉତ୍ତରାଖଣ୍ଡ ଚାମୋଲିର ଯୋଶୀମଠ ପରିସ୍ଥିତି: ସମୀକ୍ଷା ପାଇଁ ଏନସିଏମସିର ଜରୁରି ବୈଠକ ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି (ଏନସିଏମସି)ର ଏକ ଜରୁରି ବୈଠକରେ ଉତ୍ତରାଖଣ୍ଡର ଚାମୋଲି ଯୋଶୀମଠ ଭୂସ୍ଖଳନ ଘଟଣାର ସମୀକ୍ଷା…