ଆଜିର ଖବର ବିଶ୍ୱକପ ପରେ ଚାମ୍ପିଅନ୍ସ ଟ୍ରଫିରୁ ମଧ୍ୟ ବାଦ ପଡିବ କି ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ?: ଚିନ୍ତାରେ ଜୋସ ବଟଲର ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ବିଶ୍ୱକପ ଟାଇଟଲ ରକ୍ଷା କରିବାର ଇଂଲଣ୍ଡର ସ୍ୱପ୍ନ ଭାଙ୍ଗି ଯାଇଛି। ଇଂଲଣ୍ଡ ଦଳ ଏପର୍ଯ୍ୟନ୍ତ ବିଶ୍ୱକପରେ ୬ ଟି ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ…