ଆଜିର ଖବର ପୋଖରୀରେ ବୁଡି ଚାରି ମୃତ ଢେଙ୍କାନାଳ : ପୋଖରୀରେ ବୁଡି ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକଙ୍କ ମଧ୍ୟରେ ତିନିଜଣ ନାବାଳକ, ଜଣେ ନାବାଳିକା ରହିଛନ୍ତି। ସଦର ଥାନା ଗୋବିନ୍ଦପୁର…