ଅନ୍ତରାଷ୍ଟ୍ରୀୟ ରୋମାଞ୍ଚକ ହେଲା ଢାକା ଟେଷ୍ଟ, ୧୪୫ ର ଟାର୍ଗେଟକୁ ପିଛା କରି ଭାରତର ୪୫ ରେ ଚାରି ୱିକେଟ୍ ପତନ ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଢାକାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏହି ମ୍ୟାଚ ଜିତିବା ପାଇଁ ଭାରତୀୟ ଦଳ…