ଚାର୍ଜସିଟ ଦାଖଲ

ଲକ୍ଷ୍ନୌ: ଲକ୍ଷ୍ମୀପୁର ହିଂସା ମାମଲାରେ ଏସଆଇଟି ଚାର୍ଜସିଟ ଦାଖଲ କରିଛି। ଏହି ୫୦୦୦ ପୃଷ୍ଠାର ଚାର୍ଜସିଟରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି।…