ଆଜିର ଖବର ଲଖିମପୁର ଖେରୀ ଘଟଣା: ମୃତକ ଚାଷୀଙ୍କ ପରିବାରକୁ ସରକାରୀ ଚାକିରୀ ସହ ମିଳିବ ୪୫ ଲକ୍ଷ ଲକ୍ଷ୍ନୌ: ଲଖିମପୁର ଖେରୀ ଘଟଣାରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ କ୍ଷତିପୂରଣ ବାବଦକୁ ୪୫ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ହାଇକୋର୍ଟର…