ଚିକେନ ଦର ଖସିଲା

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶର 4ଟି ରାଜ୍ୟର 12ଟି ସ୍ଥାନରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ସମୁହ କୁକୁଡା ହତ୍ୟା କରାଯାଉଛି।…