ବିଶେଷ ଖବର ଦେଶରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ଟାର୍ଗେଟ କରାଯାଉଛି, ଲୋକମାନେ ଆମଠାରୁ ବହୁତ କିଛି ଆଶା କରୁଛନ୍ତି’: ସୋନିଆ ଗାନ୍ଧୀ ନୂଆଦିଲ୍ଲୀ: କଂଗ୍ରେସର ଚିନ୍ତନ ଶିବରରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ଏଭଳି ପରିବେଶ ସୃଷ୍ଟି ହୋଇଛି ଯେ ଲୋକମାନେ ନିରନ୍ତର ଭୟ ଏବଂ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି।…