ଆଜିର ଖବର ଭାରତର ପ୍ରଥମ ୩ଏନଏମ ଚିପ୍ ଡିଜାଇନ୍ କେନ୍ଦ୍ରକୁ ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ରେଳବାଇ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୋଏଡା ଏବଂ ବେଙ୍ଗାଲୁରୁରେ ଅବସ୍ଥିତ ରେନେସାସ୍ ଇଲେକ୍ଟ୍ରୋନିକ୍ସ…