ଆଜିର ଖବର ଶନିବାରରେ ସାଧାରଣ କାର୍ଯ୍ୟ ଦିବସ ଘୋଷଣା ପାଇଁ ଚିଲିକା ଅଞ୍ଚଳବାସୀଙ୍କ ଦାବି ସୀତାରାମ ଅଗ୍ରୱାଲ ଚିଲିକା: କରୋନା ସଂକ୍ରମଣ ରୋକିବା ପାଇଁ ସରକାର ବିଭନ୍ନ କଟକଣା ଲାଗୁ କରିଥିଲେ। ରାଜ୍ୟରେ ଏସବୁ କଟକଣା ଆଉ ଦେଖିବାକୁ ମିଳୁନି। ଧୀରେ ଧୀରେ…