ଆଜିର ଖବର ଚିଲିକାର ମା କାଳିଜାଈ ପୀଠ ହେବ ପ୍ରମୁଖ ଆଧ୍ୟାତ୍ମିକ ସ୍ଥଳ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ସମୀକ୍ଷା ଭୁବନେଶ୍ବର: ଚିଲିକା ଭିତରେ ଅବସ୍ଥିତ ମା କାଲିଜାଈ ପୀଠକୁ ଅଧିକ ସଂଖ୍ୟକ ଭକ୍ତ ଆସିବା ପାଇଁ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପଦକ୍ଷେପ ଆରମ୍ଭ କରିଛନ୍ତି। ଶନିବାର ଦିନ…