ଜାତୀୟ ଖବର ଚିଲିକାରେ ଆରମ୍ଭ ହେବ ଡଲଫିନ ଗଣନା, ନିୟୋଜିତ ହେବେ ୧୮ଟି ଟିମ ବାଲୁଗାଁ( ସୀତାରାମ ଅଗ୍ରୱାଲ): ଏସିଆର ବୃହତ୍ତମ ଲୁଣ ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଡ଼ଲଫିନ ିଗଣନା ହେବ। ଆସନ୍ତାକାଲି ଡ଼ଲଫିନ ଗଣନା ହେବ ବୋଲି…