ଆଜିର ଖବର ବାଲୁଗାଁରେ ଆଜିଠାରୁ ଚିଲିକା ବୋଇତ ବନ୍ଦାଣ ଉତ୍ସବ, ଯୋଗ ଦେବେ ରାଜ୍ୟପାଳ ବ୍ରଜମୋହନ ରାମ ବାଲୁଗାଁ: ଆଜିଠାରୁ ଦୁଇଦିନିଆ ଚିଲିକା ବୋଇତ ବନ୍ଦାଣ ଉତ୍ସବ ବାଲୁଗାଁ କଲେଜ ପଡିଆରେ ଆରମ୍ଭ ହେଉଛି। ଆଜି ପ୍ରଥମ ଦିନରେ ରାଜ୍ୟପାଳ ବ୍ରଜମୋହନ ରାମ ଯୋଗଦେବେ। ଏଥିସହିତ…