ଆଜିର ଖବର ଚୀନରେ ମୋଦିଙ୍କ ସାକ୍ଷାତକୁ ନେଇ ‘ଡ୍ରାଗନ ହାତୀ’ ଭେଟ ବୋଲି କାହିଁକି କହିଲେ ରାଷ୍ଟ୍ରପତି ସି ଜିନପିଙ୍ଗ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ତିଆନଜିନରେ 7 ବର୍ଷ ପରେ ଏକ ମଞ୍ଚରେ ସାକ୍ଷାତ କରିଛନ୍ତି। ଦୁଇ ନେତା…