ଆଜିର ଖବର ଜଳୁଛି ସାରା ଜିଲ୍ଲା, ୪୭ ଡିଗ୍ରୀ ଟପିଲା ତାପମାତ୍ର, ରାସ୍ତାରୁ ଗରମ ବାମ୍ଫ ବାହାରିବାରୁ ଢଲାଗଲା ପାଣି ଜୟପୁର: ରାଜସ୍ଥାନର ଚୁରୁ ଜିଲ୍ଲାରେ ବର୍ତ୍ତମାନ ଦେଶର ସର୍ବୋଚ୍ଚ ତାପମାତ୍ରା ପ୍ରବାହିତ ହେଉଛି। ପ୍ରବଳ ଉତ୍ତାପ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ସକାଳ ୮ ଟାରୁ…