ଜାତୀୟ ଖବର ରାଜ୍ୟରେ ୮୦ଟି ନୂତନ ଏମ୍ଆଇପି ଏବଂ ୩ ହଜାର ଚେକ୍ ଡ୍ୟାମ୍ ନିର୍ମାଣ ହେବ, ବୈଠକରେ ନିଷ୍ପତି ଭୁବନେଶ୍ବର: ରାଜ୍ୟ ସରକାର ଜଳ ସଂରକ୍ଷଣ ଓ ପରିଚାଳନାକୁ ପ୍ରାଥମିକତା ଦେବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି । କେନାଲର ଶେଷ ମୁଣ୍ଡରେ ଥିବା ଚାଷୀଙ୍କ ପାଖରେ…