ଅପରାଧ ନୟାଗଡ଼ରୁ ୭୨.୫ ମେଟ୍ରିକ ଟନ ଚୋରା କୋଇଲା ସହ ଗାଡ଼ି ଜବତ କଲା ଏସଟିଏଫ, ଜଣେ ଗିରଫ ଭୁବନେଶ୍ଵର: ଏସଟିଏଫକୁ ବଡ଼ ସଫଳତା ମିଳିଛି। ଚୋରି ହୋଇଥିବା କୋଇଲା ବୋଝେଇ ଗାଡିଗୁଡ଼ିକୁ ଉଦ୍ଧାର କରିବା ସହ ଜଣେ ବ୍ୟକ୍ତିଙ୍କୁ ଏସଟିଏଫ ଗିରଫ କରିଛି। ସୂଚନା ମୁତାବକ…